ଫେବୃଆରୀ ୧୪ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର() ଫେବୃଆରୀ ୧୮ରେ ଆଗତ ହେବ ରାଜ୍ୟ ବଜେଟ । ଫେବୃଆରୀ ୧୪ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ୧୪ରେ ଅଧିବେଶନ ଆରମ୍ଭ ଦିନ ରାଜ୍ୟପାଳ ଅଭିଭାଷଣ ଦେବା । ତେବେ ୨ଟି ପର୍ଯ୍ୟାୟରେ ଚାଲିବ ବିଧାନସଭା ବଜେଟ ଅଧିବେଶନ । ଏପ୍ରିଲ ୯ରେ ସରିବ ବଜେଟ ଅଧିବେଶନ ।୧୪ରୁ ୨୯ ଫେବ୍ରୁଆରୀ ଯାଏଁ ଚାଲିବ ପ୍ରଥମ ପର୍ୟ୍ୟାୟ ବଜେଟ୍ ଅଧିବେଶନ ଚାଲିବାକୁ ଥିବାବେଳେ ୧୧ ମାର୍ଚ୍ଚରୁ ଆରମ୍ଭ, ୯ ଏପ୍ରିଲରେ ପର୍ୟ୍ୟନ୍ତ ଦ୍ୱିତୀୟ ପର୍ୟ୍ୟାୟ ବଜେଟ୍ ଅଧିବେଶନ ଚାଲିବ । 

Share

Leave a Reply

Your email address will not be published. Required fields are marked *

16 + seven =