ଏହି କାରଣ ପାଇଁ ୩ମାସ ବନ୍ଦ ରହିବ ବିମାନ ଚଳାଚଳ

ଝାରସୁଗୁଡା()  ଝାରସୁଗୁଡାରୁ ଭୁବନେଶ୍ବରକୁ ବିମାନ ଚଳାଚଳ ବନ୍ଦ । ଆସନ୍ତା ମାର୍ଚ୍ଚ ୨୯ ତାରିଖରୁ ୩ ମାସ ଯାଏଁ ଝାରସୁଗୁଡାରୁ ଭୁବନେଶ୍ବରକୁ ବିମାନ ଚଳାଚଳ ବନ୍ଦ ରହିବ ।

ଏଲାଇନ୍ସ ଏୟାର ପକ୍ଷରୁ ଝାରସୁଗୁଡା-ଭୁବନେଶ୍ବର-ବାରଣାସୀ-ଭୁବନେଶ୍ବର-ଝାରସୁଗୁଡା ପାଇଁ ବିମାନ ସେବା ୨୯ ମାର୍ଚ୍ଚରୁ ୩୦ ଜୁନ୍ ପର୍ୟ୍ୟନ୍ତ ବନ୍ଦ ରହିବ ।

ଭୁବନେଶ୍ବର ବିମାନବନ୍ଦରର ରନ୍ ଓ୍ବେ ମରାମତି କାର୍ୟ୍ୟ ପାଇଁ ଭୁବନେଶ୍ବରକୁ ବିମାନ ଉଡାଣକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।

 

Share

Leave a Reply

Your email address will not be published. Required fields are marked *

11 + 17 =