ଆଇ.ଏ.ଏସ ବିଜୟଙ୍କୁ ମିଳିଲାନି ଜାମିନ

ଭୁବନେଶ୍ୱର() ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲାନି ଜାମିନ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ, ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ଆଜି ଭିଡିଓ କନଫରେନ୍ସିଂରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ ଆଇଏଏସ ବିଜୟ କେତନ ଉପାଧ୍ୟାୟ । ୧ ଲକ୍ଷ ଟଙ୍କା ଲାଂଚ ନେବା ବେଳେ ବିଜୟଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

Share

Leave a Reply

Your email address will not be published. Required fields are marked *

1 × five =