ମନମୋହନ ମହାପାତ୍ରଙ୍କର ପରଲୋକ

ଭୁବନେଶ୍ୱର() ଚଳଚ୍ଚିତ୍ର ନିର୍ଦେଶକ ମନମୋହନ ମହାପାତ୍ରଙ୍କର ହୋଇଛି । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା।

ତାଙ୍କ ଦ୍ୱାରା ନିର୍ଦେଶିତ ‘ନୀରବ ଝଡ’ ଜାତୀୟ ପୁରସ୍କାର ପାଇଥିଲା । ୧୯୭୬ ମସିହାରେ ସେ ପ୍ରଥମ ସିନେମା କରିଥିଲେ । ଶୀତ ରାତି’ ଥିଲା ତାଙ୍କର ପ୍ରଥମ ସିନେମା । ପ୍ରଥମ ଓଡିଆ ସିନେମା ଭାବେ ଏହା ଅନ୍ତର୍ଜାତୀୟ ସିନେମା ଫେଷ୍ଟିଭାଲ୍ ରେ ପ୍ରଦର୍ଶୀତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

10 + eleven =