ପୁରୀରେ ଆମିକସ କ୍ୟୁରି  ରଞ୍ଜିତ କୁମାର

ପୁରୀରେ ଆମିକସ କ୍ୟୁରି  ରଞ୍ଜିତ କୁମାର ।ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସ୍ କ୍ୟୁରି ରଞ୍ଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପୁରୀରେ ପହଞ୍ଚିଛନ୍ତି।

ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ଶ୍ରୀମନ୍ଦିର ଭିତର ଓ ବାହାର ସ୍ଥିତି ଅନୁଧ୍ୟାନ କରିବେ।

ଗତକାଲି ରାତି ପ୍ରାୟ ୧୦ଟା ବେଳେ ଉଭୟ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ରାତିରେ ପୁରୀରେ ପହଞ୍ଚିଥିଲେ।

Share

Leave a Reply

Your email address will not be published. Required fields are marked *

5 − 2 =