ରାଜ୍ୟରେ ଆଖି ବୁଜିଲେ ଆଉ ୬୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ଚିକିତ୍ସାଧୀନ ଅବସ୍ଥାରେ ୬୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୨୨୩କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଜଗତସିଂହପୁରରୁ ସର୍ବାଧିକ ୧୨ ଜଣ। କଟକରୁ ୧୧, ଢେଙ୍କାନାଳରୁ ୮, ଭଦ୍ରକ ଓ ଯାଜପୁରରୁ ୬ ଲେଖାଏଁ, ଅନୁଗୁଳ,କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରୁ ୫ ଲେଖାଏଁ, ପୁରୀରୁ ୪, ମୟୁରଭଞ୍ଜ ଓ କେନ୍ଦୁଝରରୁ ୩ ଲେଖାଏଁ ଏବଂ ନୟାଗଡରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Share

Leave a Reply

Your email address will not be published. Required fields are marked *

one × two =