ହୀରାକୁଦର ଖୋଲିବ ୪୦ ଗେଟ

ହୀରାକୁଦର ଆଉ ୫ ଟି ଗେଟ ଖୋଲିଲା । ଏବେ ମୋଟ ୩୧ ଟି ଗେଟ ଦେଇ ଚାଲିଛି ଜଳ ନିଷ୍କାସନ । ପର୍ଯ୍ୟାୟ କ୍ରମେ ଆଜି ମୋଟ ୧୪ ଟି ଗେଟ ଖୋଲାଯିବ । ହୀରାକୁଦରେ ରାତି ୮ ଟା ସୁଦ୍ଧା ଖୋଲିବ ଆଉ ୧୪ ଟି ଗେଟ । ପୂର୍ବରୁ ୨୬ ଏବଂ ଆଜିର ୧୪ ଟି ଗେଟ ମିଶାଇ ୪୦ ଟି ଗେଟ ଖୋଲିବ । ୪୦ ଟି ଗେଟ ଖୋଲିବାକୁ ନିଷ୍ପତ୍ତି ହୋଇଥିବା ସର୍ବୋଚ୍ଚ ଯନ୍ତ୍ରୀ ଙ୍କ ସୂଚନା ।

Share

Leave a Reply

Your email address will not be published. Required fields are marked *

10 − 3 =