୧୦ ଜିଲ୍ଲାପାଳଙ୍କୁ ଆଲର୍ଟ

୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ସ୍ଥିତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ବିପଦସଙ୍କୁଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବା ହେଉଛି ପ୍ରାଥମିକତା । ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେପରି ଗୋଟିଏ ବି ଜୀବନ ହାନି ନହୁଏ ତା ଉପରେ ଦିଆଯାଇଛି ଗୁରୁତ୍ୱ ।

Share

Leave a Reply

Your email address will not be published. Required fields are marked *

thirteen + ten =