ସବୁ ଗୁମର ଖୋଲିବେ ଶ୍ୱେତାଙ୍କ ୪ ସାଙ୍ଗ

ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲା । ଡିସିପିଙ୍କୁ ଭେଟିଲେ ଶ୍ୱେତାଙ୍କ ପରିବାର । ଶ୍ୱେତାଙ୍କ ବାପା, ମାଆ ଓ ଭାଇ ଭେଟି ଫେରାଦ ହେଲେ । ଶ୍ୱେତାଙ୍କର ସୈାମ୍ୟଜିତଙ୍କ ସହ ସମ୍ପର୍କ ନେଇ ଅବଗତ କରାଇଲେ । ଏ ନେଇ ଶ୍ୱେତାଙ୍କର ୪ ଜଣ ସାଙ୍ଗ ସବୁ ଜାଣିଥିବା ଡିସିପିଙ୍କୁ ଜଣାଇଲେ । ଶ୍ୱେତାଙ୍କ ୪ ଜଣ ସାଙ୍ଗକୁ ପଚରଉଚରା କଲେ ସତ୍ୟ ପଦାକୁ ଆସିବ କହିଲେ । ଶ୍ୱେତାଙ୍କର କିଛି ମେସେଜ୍ ମଧ୍ୟ ଡିସିପିଙ୍କୁ ଦେଇଥିବା କହିଲେ ପରିବାର ଲୋକେ । ପୋଲିସ ଉପରେ ଆମର ଭରସା ଅଛି , ଅନୁସନ୍ଧାନ ହେଲେ ସତ୍ୟ ବାହାରିବ ।

Share

Leave a Reply

Your email address will not be published. Required fields are marked *

12 + two =