ବାଙ୍ଗିରୀପୋଷୀ – ଭୁବନେଶ୍ଵର ଟ୍ରେନର ବଫର ଭାଙ୍ଗିଲା

କଟକ ରେଳ ଷ୍ଟେସନରେ ଅଘଟଣ। ବାଙ୍ଗିରୀପୋଷୀ – ଭୁବନେଶ୍ବର ଏକ୍ସପ୍ରେସ ଟ୍ରେନର ବଫର ଭାଙ୍ଗିଯିବାରୁ ଆତଙ୍କ ସୃଷ୍ଟି ହୋଇଥିଲା । ସକାଳ ପ୍ରାୟ ସାଢେ଼ ୯ରେ ଟ୍ରେନ କଟକ ଷ୍ଟେସନରେ ପହଞ୍ଚିବା ପରେ ଏହି ଅଘଟଣ ହୋଇଥିଲା । ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଏହି ଘଟଣା ଯୋଗୁଁ କଟକ ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।

Share

Leave a Reply

Your email address will not be published. Required fields are marked *

17 − six =