ବିଦ୍ୟୁତ ଆଘାତରେ ଆଉ ଏକ ହାତୀର ମୃତ୍ୟୁ

ବିଦ୍ୟୁତ ତାର ଲାଗି ଆଉ ଏକ ହାତୀର ମୃତ୍ୟୁ । କେନ୍ଦୁଝର ପରେ ଅନୁଗୁଳ ଜିଲ୍ଲାରେ ମଧ୍ୟ ଏଭଳି ଘଟଣା ଘଟିଛି । ଅନୁଗୁଳ ଜିଲ୍ଲା ପମ୍ପାସର ରେଞ୍ଜ ଜଗନ୍ନାଥପୁର ଅଞ୍ଚଳରେ ବିଦ୍ୟୁତ ଆଘାତରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ମୃତ ହାତୀର ବୟସ ପାଞ୍ଚ ବର୍ଷ ହେବ । ହାତୀର ଶିକାର ପାଇଁ ଶିକାରୀମାନେ ବିଦ୍ୟୁତ୍ ତାରରେ ଫାସ ପକାଇଥିଲେ। ଏଥିରେ ଛନ୍ଦି ହୋଇ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Share

Leave a Reply

Your email address will not be published. Required fields are marked *

fifteen − nine =