ସଡକ ଦୁର୍ଘଟଣାରେ ୪ ମୃତ

ସାଲେପୁର —କଟକ ଚାନ୍ଦବାଲି ରୋଡର ସାଲେପୁର ନିକଟବର୍ତୀ ପଦ୍ମପୁର ଠାରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ଜଣ ଲୋକ ପ୍ରାଣ ହରାଇଛନ୍ତି । ଏକ ଟ୍ରକ ସହିତ କାରଟି ପିଟିହେବା ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିସô୍ାଧିନ ଅବସ୍ଥାରେ ଅନ୍ୟଜଣେ ପ୍ରାଣ ହରାଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

two × 1 =