ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର  ତଦନ୍ତ କରିବ ସିବିଆଇ 

ନୂଆଦିଲ୍ଲୀ () ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲାର  ତଦନ୍ତ କରିବ ସିବିଆଇ  । ଏହି ମାମଲାର ସିବିଆଇ ତଦନ୍ତ ପାଇଁ ମଙ୍ଗଳବାର ବିହାର ସରକାର ସୁପାରିଶ କରିଥିଲେ । ବିହାର ସରକାରଙ୍କ ଆବେଦନକୁ ଶେଷରେ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ।  ଏହି ମାମଲାର ସିବିଆଇ ତଦନ୍ତ ପାଇଁ ବିଭିନ୍ନ ମହଲରୁ ମଧ୍ୟ ଦାବି ହୋଇଆସୁଥିଲା ।

Share

Leave a Reply

Your email address will not be published. Required fields are marked *

15 + twenty =