ଝଡ ତୋଫାନ ଆଶଙ୍କା

ଭୁବନେଶ୍ୱର —ବଙ୍ଗୋପସାଗରରେ ସୃଷ୍ଟିହୋଇଥିବା ଲଘୁଚାପ ଅବପାତରେ ପରିଣିତ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ଝଡ ତୋଫାନ ହେବା ସହିତ କଚାଘର ଓ ଗଛ ଭାଙ୍ଗିବାର ମଧ୍ୟ ଆଶଙ୍କା ରହିଛି । ଏହି ସମୟ ମଧ୍ୟରେ ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି । ସମୁଦ୍ର ଅଶାନ୍ତ ରହିବା ସହିତ ପ୍ରବଳ ଜୁଆର ଆସିପାରେ । ସେଥିପାଇଁ ମସô୍୍ୟଜୀବି ମାନେ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି । ରାଜ୍ୟର ସବୁ ବନ୍ଦର ଗୁଡିକରେ ୩ନଂ ବିପଦ ସଂକେତ ଦିଆଯାଇଛି । ଏ ସଂମ୍ପର୍କରେ କେନ୍ଦ୍ର ଭୂବିଗ୍ୟାନ ମନ୍ତ୍ର୍ରାଳୟ ପକ୍ଷରୁ ବିଗ୍ୟପ୍ତି ପ୍ରକାଶ ପାଇଛି ।

Share

Leave a Reply

Your email address will not be published. Required fields are marked *

fourteen − three =