ରାଷ୍ଟ୍ରପତିଙ୍କ ପାଇଁ ୪୦ ପ୍ଲାଟୁନ୍ ଫୋର୍ସ

ଫେବୃଆରୀ ୧୦ ରେ ଭୁବନେଶ୍ୱର ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ ପୋଲିସ ସୁରକ୍ଷା ବ୍ୟବସ୍ଥା ଜାରି ରହିଛି । ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୨୦୦ରୁ ଅଧିକ ଅଫିସର ନିୟୋଜିତ ହେବେ । ସାଦା ପୋଷାକଧାରୀ ପୋଲିସ ସହ ରୁଫଟପ ସୁରକ୍ଷା କର୍ମୀ ମୁତୟନ ରହିବେ । ଏଥିପାଇଁ କାଲି କାରକେଡ ରର୍ହର୍ସାଲ କରିବ କମିଶନରେଟ ପୋଲିସ ।

Share

Leave a Reply

Your email address will not be published. Required fields are marked *

5 × 3 =