୨୬ ସାଂସଦ ଲୋକସଭାରୁ ସସପେଣ୍ଡ

ଲୋକସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ଏଆଇଡିଏମକେର ୨୬ଜଣ ସାଂସଦଙ୍କୁ ଲୋକସଭା ବାଚଷ୍ପତି ସୁମିତ୍ରା ମହାଜନ ସସପେଣ୍ଡ କରିଛନ୍ତି । ଲୋକସଭାର ୫ଟି କାର୍ଯ୍ୟକାରୀ ଦିବସ ପାଇଁ ଏମାନଙ୍କୁ ସସପେଣ୍ଡ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

5 × three =