ତିନି ବ୍ୟାଙ୍କ ମିଶ୍ରଣକୁ କ୍ୟାବିନେଟ ମଂଜୁରୀ

ତିନୋଟି ଜାତୀୟକରଣ ବ୍ୟାଙ୍କକୁ ମିଶାଇଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଆଜି ଏହି ନିଷ୍ପତିକୁ କ୍ୟାବିନେଟ ମଂଜୁରୀ ମିଳିଛି । ଏହି ବ୍ୟାଙ୍କ ଗୁଡିକ ହେଲା ଦେନା ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ଏବଂ ବିଜୟା ବ୍ୟାଙ୍କ । ଏହି ବ୍ୟାଙ୍କ ମିଶ୍ରଣକୁ ରୋକିବା ପାଇଁ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଥିଲା । ଆଜି ଏହି ବ୍ୟାଙ୍କ ମିଶ୍ରଣ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

three × 1 =