ଦାୟିତ୍ୱ ଗ୍ରହଣ କଲେ ବିଶ୍ୱେଶର ଟୁଡୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ରାଷ୍ଟ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଶେଶ୍ୱର ଟୁଡୁ । ଜଳଶକ୍ତି ଓ ଆଦିବାସୀ ମନ୍ତ୍ରୀ ଭାବେେ ବିଶେଶ୍ୱର ଟୁଡୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କ ସହିତ ପ୍ରହଲ୍ଲାଦ ଜଳଶକ୍ତି ମନ୍ତ୍ରାଳୟରେ କାର‌୍ୟ୍ୟଭାର ଗ୍ରହଣ କରିଛନ୍ତି । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ ଦୁଇ ରାଜ୍ୟର ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡିଶାରୁ ଯାଇଥିବା ଓ ପ୍ରଥମଥର ସାଂସଦ ବନିଥିବା ଶ୍ରୀ ଟୁଡୁ ଜନଜାତୀୟ କାର‌୍ୟ୍ୟ ମନ୍ତ୍ରାଳୟରେ ବି ରାଜ୍ୟ ମନ୍ତ୍ରୀ ଅଛନ୍ତି । ପଟେଲ ଖାଦ୍ୟ ପ୍ରସଂସ୍କରଣ ଉଦ୍ୟୋଗ ମନ୍ତ୍ରାଳୟରେ ରାଜ୍ୟ ମନ୍ତ୍ରୀ ଅଛନ୍ତି । ଦୁହେଁ ଆଜି ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

10 − five =