ମୋଦିଙ୍କ ମା ମଧ୍ୟ କରୋନା ଯୁଦ୍ଧରେ ଯୋଗ ଦେଲେ, ଦାନ କଲେ ଏତିକି ଟଙ୍କା..

ସାରା ବିଶ୍ଵ ଏବେ କରୋନା ଭାଇରସ୍ ଭଳି ମହାମାରୀ ରୋଗ ସହ ଲଢୁଛି। ଚାଇନା ରୁ ଆରମ୍ଭ ହୋଇଥିବା ଏହି ଭାଇରସ୍ ଏବେ ପର୍ଯ୍ୟନ୍ତ ୨୦୦ଟି ଦେଶକୁ ବ୍ୟାପି ସାରିଲାଣି। ଭାରତରେ ମଧ୍ୟ ୧୫୦୦ରୁ ଉର୍ଦ୍ଧ ଲୋକ ଏହି ଭାଇରସ୍ ର ଶିକାର ହୋଇଥିବା ବେଳେ କିଛି ମୃତ୍ୟୁ ବରଣ ମଧ୍ୟ କରିସାରିଲେଣି। ତେବେ ଦେଶର ଏହି ପରିସ୍ଥିତିରେ ଅନେକ ବଡବଡ ଲୋକ ସାହାଯ୍ୟର ହାତ ବଢାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି।

 ତେବେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହିରାବେନ୍ ମଧ୍ୟ କରୋନା ଭାଇରସ ବିରୋଧରେ ଏହି ଯୁଦ୍ଧରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ସଙ୍କଟ ସହ ସଂଘର୍ଷ କରୁଥିବା ଦେଶକୁ 25,000 ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି। ବାସ୍ତବରେ, ପିଏମ ମୋଦୀଙ୍କ ମା କୋଭିଡ -19 ବିପକ୍ଷରେ PM CARES ରେ 25 ହଜାର ଟଙ୍କା ଆର୍ଥିକ ଅବଦାନ ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

eleven − 9 =