ସହଯୋଗ କଲେନି, ବଦଳି ହେଲେ

ଯାଜପୁର() ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ରାଜ୍ୟ ଓ କେନ୍ଦ୍ର ସରକାର ଏନେଇ ବହୁ ପଦକ୍ଷେପ ନେଇଛନ୍ତି । ଏହାସହ କରୋନା ମୁକାବିଲା ପାଇଁ ସମସ୍ତଙ୍କୁ ସହଯୋଗ କରିବା ପାଇଁ କୁହାଯାଇଥିଲା । ଏହାରି ମଧ୍ୟରେ କରୋନା ମୁକାବିଲାରେ ଅସହଯୋଗ ପାଇଁ ଯାଜପୁର ସିଡ଼ିଏମଓଙ୍କୁ ବଦଳି କରାଯାଇଛି । ଯାଜପୁର ସିଡ଼ିଏମଓ ଅରୁଣ ପାତ୍ରଙ୍କୁ ବଦଳି କରାଯାଇଛି । ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ତାଙ୍କର ଅସହଯୋଗ ପାଇଁ ତାଙ୍କୁ ବଦଳି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

4 × 2 =