ମନ୍ତ୍ରୀ ପଦରୁ ମହାରଥୀଙ୍କ ଇସ୍ତଫା

ଭୁବନେଶ୍ୱର () ବହୁ ବାଦବିବାଦ ପରେ ମନ୍ତ୍ରୀ ପଦରୁ ଇସ୍ତଫା ଫେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ସେ ନିଜର ଇସ୍ତଫାପତ୍ର ଦେଇଛନ୍ତି । ସେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠୁଥିବାରୁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି ।

ଏହା ପୂର୍ବରୁ ମଧ୍ୟ ସମାନ ଘଟଣାରେ ସେ ମନ୍ତ୍ରୀପଦ ହରାଇଥିଲେ । 2012 ଜାନୁଆରୀ 19 ତାରିଖରେ ସେ ଇସ୍ତଫା ଦେଇଥିଲେ । ସେ ସମୟରେ ସେ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଥିବାର ଅଭିଯୋଗ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

11 − ten =