ସ୍ତ୍ରୀ ୧୩ ଦିନରେ ୧୦୦ କୋଟିର ବ୍ୟବସାୟ

ବକ୍ସ ଅଫିସରେ ୧୦୦ କୋଟି ଲାଭରେ ସ୍ତ୍ରୀ ଚଳଚ୍ଚିତ୍ର । ଏଥିରେ ଅଭନେତା ରାଜକୁମାର ରାଓ ଓ ଅଭିନେତ୍ରୀ ଶ୍ରଦ୍ଧା କପୁର ଲିଡ କ୍ୟାରେକଟର ଥିବା ବେଳେ ଅନେକ ନାମିଦାମି କଳାକାର ରହିଛନ୍ତି । ଚଳଚ୍ଚିତ୍ରଟି ଭୁତୁଣୀ କାହାଣି ଉପରେ ଆଧାରିତ ହୋଇଛି । ଏଥିରେ ଡ୍ରାମା ଓ ଆକସନ ସହିତ ରୋମାନ୍ସର ତଡକା ମଧ୍ୟ ରହିଛି । ଏହି ଚଳଚ୍ଚିତ୍ରଟି ଲୋକମାନଙ୍କୁ ବେଶ ପଶନ୍ଦ ହୋଇଛି । ଚଳଚ୍ଚିତ୍ରଟି ୧୩ ଦିନରେ ୧୦୦କୋଟି ଟଙ୍କା ଲାଭ କରିଛି । ତେବେ ଆଗାମି ଦିନରେ ଜଣା ପଡିବ ଚଳଚ୍ଚିତ୍ରଟି ଲୋକଙ୍କୁ କେତେ ପଶନ୍ଦ ହେଉଛି ।

Share

Leave a Reply

Your email address will not be published. Required fields are marked *

seventeen − 13 =