୩ VLWଙ୍କୁ ସସପେଣ୍ଡ କଲେ ଖୋର୍ଦ୍ଧା ଜିଲ୍ଲପାଳ

ଭୁବନେଶ୍ୱର() ବେଗୁନିଆ ପିଏମ ଆବାସ ଯୋଜନାରେ ଅନିୟମିତତା ପାଇଁ ସସପେଣ୍ଡ ହେଲେ ୩ VLW । ଖୋର୍ଦ୍ଧା ଜିଲ୍ଲପାଳ ସିତାଂଶୁ କୁମାର ରାଉତ ଏହି ୩ VLWଙ୍କୁ ସସପେଣ୍ଡ କରିଛନ୍ତି ।

ସୂଚନା ଅନୁଯାୟୀ, ବେଗୁନିଆ ବିଡିଓ ଓ ଏବିଡିଓଙ୍କ ବିରୋଧରେ କାର୍ଯ୍ୟନୁÂାନ ସୁପାରିଶ ହୋଇଥିଲା । ଉଭୟଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟନୁÂାନ ପାଇଁ ସରକାରଙ୍କୁ ସୁପାରିଶ ହୋଇଥିଲା । ପଡାଡିହ ଗାଁରେ ଅନିୟମିତତା ଅଭିଯୋଗ ପରେ ତଦନ୍ତ ନିଦେ୍ର୍ଧଶ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

2 × five =