କୃଷି ଋଣ ଛାଡ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର() ମହାରାଷ୍ଟ୍ରରେ କୃଷି ଋଣ ଛାଡ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ । ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷୀଙ୍କ ଋଣ ଛାଡ କଲେ ମୁଖ୍ୟମନ୍ତ୍ରୀ । ତେବେ ବକେୟା ଋଣ ଦେୟ ସିଧା ବ୍ୟାଙ୍କରେ ଜମା କରାଯାଇ ପାରିବ ବୋଲି କହିଲେ ଉଦ୍ଧବ ।

ମହାରାଷ୍ଟ୍ର ନିର୍ବାଚନରେ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା । ଅନେକ ଡ୍ରାମା ପରେ ଉଦ୍ଧବ ଥାକରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ନିର୍ବାଚନ ପୂର୍ବରୁ ଉଦ୍ଧବ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ହେବା ପରେ କୃଷି ଋଣ ଛାଡ କରିବେ ବୋଲି ।

Share

Leave a Reply

Your email address will not be published. Required fields are marked *

1 × five =