ଟ୍ରକ ଧକ୍କାରେ ୨ ଛାତ୍ର ମୃତ୍ୟୁ

ବାଇକ୍ରେ ପୂଜା ବୁଲିବା ପଡିଲା ମହଙ୍ଗା । ଯାତ୍ରାପାର୍ଟି ଟ୍ରକ୍ ଧକ୍କାରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ଘଟଣାଟି ଘଟିଛି କାମାକ୍ଷାନଗରରେ । ଦୁହେଁ ଅଲଗା ସ୍କୁଲର ଥିଲେ ହେଲେ ପ୍ରିୟ ବନ୍ଧୁଥିଲେ । ପୂଜା ସାରିବା ପରେ ଦୁଇ ସାଙ୍ଗ ବାଇକରେ ବୁଲୁଥିଲେ । ହେଲେ ଦୁଇ ସାଙ୍ଗଙ୍କ ଶେଷ ଯାତ୍ରା ଥିଲା ।ଘଟଣାସ୍ଥଳେ ପୁଲିସ ପହଁଂଚି ଘଟଣାଟିର ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

1 + eleven =