Latestମନୋରଞ୍ଜନ ଜାଣନ୍ତୁ PAYTMର ଫୁଲ ଫର୍ମ October 16, 2019 admin ଭୁବନେଶ୍ୱର() ଆଜିକାଲି ପଇସା ପାଇଁ ବାରମ୍ବାର ବ୍ୟାଙ୍କ ଯିବାକୁ ପଡୁନାହିଁ । ଆମ ଜୀବନ ସହଜ ଓ ସରଳ କରିବା ପାଇଁ ଆମେ ଅନେକ ଆପ ଦ୍ୱାରା ଟଙ୍କା ନେଣଦେଣ କରୁଛୁ । ଏକ ରିସର୍ଚରୁ ଜଣାପଡିଛି ଭାରତରେ ସର୍ବାଧିକ ଲୋକ PAYTM ବ୍ୟବହାର କରୁଛନ୍ତି । ହେଲେ ଆପଣ ଜାଣିଛନ୍ତି PAYTM ର ଫୁଲ ଫର୍ମ କଣ । ତେବେ PAYTM ର ଫୁଲ ଫର୍ମ ହେଲା PAY THROUGH MOBILE । Share