‘ହାପି ହାର୍ଡି ଆଣ୍ଡ ହିର୍‌’ର ଟ୍ରେଲର ରିଲିଜ, ଦେଖନ୍ତୁ ଭିଡିଓ

ମୁମ୍ବାଇ()  ଗାୟକ ହିମେଶ ରେଶମିୟା ତାଙ୍କ ଅଭିନୀତ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହିର୍’ର ଟ୍ରେଲର ମଙ୍ଗଳବାର ରିଲିଜ୍ ହୋଇଛି। ୨ ମିିଟର ଏହି ଟ୍ରେଲର ଦେଖିବା ପରେ ଆଲୋଚନା ହେଉଛି କି ହିମେଶ ଏକତରଫା ପ୍ରେମରେ ପଡିଯାଇଛନ୍ତି। ହିମେଶ ଡବଲ ରୋଲରେ ନଜର ଆସିବେ।

ଅବଶ୍ୟ ଏମିତି ଲଭ୍ ଟ୍ରାଙ୍ଗଲ୍ ଷ୍ଟୋରୀ ଦର୍ଶକେ ଆଗରୁ ଦେଖି ସାରିଛନ୍ତି। ତଥାପି ହିମେଶ ଦର୍ଶକଙ୍କଠାରୁ ଭଲ ରେସପନ୍ସ ପାଇବେ ବୋଲି ଆଶା ରଖିଛନ୍ତି।

Share

Leave a Reply

Your email address will not be published. Required fields are marked *

5 × four =