୪ଜିଲ୍ଲାରେ କୋଭିଡ଼-୧୯ ହସ୍ପିଟାଲର ସ୍ଥିତି ଯାଞ୍ଚ କଲେ ୫ଟି ସଚିବ

ଭୁବନେଶ୍ୱର()ବତ୍ତର୍ମାନ ବଲାଙ୍ଗିର ଗସ୍ତରେ ଯାଇଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ଜିଲ୍ଲାରେ କୋଭିଡ଼-୧୯ ହସ୍ପିଟାଲ ନିର୍ମାଣ କରାଯାଉଛି । ଏନେଇ ଆଜି ବଲାଙ୍ଗିର ଯାଇ କୋଭିଡ଼-୧୯ହସ୍ପିଟାଲର ସ୍ଥିତି ଯାଞ୍ଚ କରିଛନ୍ତି ଦୁଇ ସଚିବ ।ଏହାସହ ଆଜି ୪ଜିଲ୍ଲାରେ କୋଭିଡ଼-୧୯ ହସ୍ପିଟାଲର ସ୍ଥିତି ଯାଞ୍ଚ କରିଛନ୍ତି । ଜିଲ୍ଲାଗୁଡ଼ିକ ହେଉଛି ବଲାଙ୍ଗିର, ବରଗଡ଼, କନ୍ଧମାଳ, ସୋନପୁର । ଟ୍ୱିଟ ଯୋଗେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

Share

Leave a Reply

Your email address will not be published. Required fields are marked *

nineteen + seven =