ଅଭିନୟରୁ ବିରତି ନେବାକୁ ଚାହୁଁଛନ୍ତି ଏହି ଅଭିନେତା

ମୁମ୍ବାଇ ()  ବଲିଉଡ୍ ଅଭିନେତା ଅନୁ କପୁରଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥାଏ। ହେଲେ ଏବେ ସେ କହିଛନ୍ତି କି ଅଭିନୟ କରି କରି ସେ ଥକି ପଡିଲେଣି। ଆଉ ଏଥିରୁ ସାମାନ୍ୟ ବିରତି ନେବାକୁ ଚାହୁଁଛନ୍ତି। ହେଲେ ସେ ଅଭିନୟ ଦୁନିଆ ସହ ଯୋଡି ହୋଇ ରହିବେ ବୋଲି କହିଛନ୍ତି। ଏଥର ସେ ଆଉ ଅଭିନୟ ନୁହେଁ ନିର୍ଦ୍ଦେଶକ ଭାବେ କାମ କରିବେ ବୋଲି କହିଛନ୍ତି। ଅନୁ ପ୍ରଥମଥର ୧୯୯୪ରେ ଫିଲ୍ମ ‘ଅଭୟ: ଦ ଫିୟରଲେସ୍’ର ନିର୍ଦ୍ଦେଶନା ଦେଇଥିବା ବେଳେ ଏହାକୁ ମିଳିଥିଲା ଜାତୀୟ ପୁରସ୍କାର।

Share

Leave a Reply

Your email address will not be published. Required fields are marked *

17 − 8 =