ଦେବଗଡ ଜିଲ୍ଲାରେ ୫-ଟି ସଚିବ ପାଣ୍ଡିଆନ

ଦେବଗଡ() ୫-ଟି ସଚିବ ଭି.କେ ପାଣ୍ଡିଆନ କିଛି ଦିନର ନୀରବତା ପରେ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ପୁଣି ଆରମ୍ଭ କରିଛନ୍ତି ତାଙ୍କର ଅଚାନକ ଗସ୍ତ । ଆଜି ସେ ହଠାତ ଯାଇଁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚିଛନ୍ତି । ସେ ତାଙ୍କ ଗସ୍ତ ସମୟରେ ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହିତ ରୋଗୀ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଡାକ୍ତରଖାନାର ଡାକ୍ତର ଅଭାବ ଓ ଭିତିଭୂମି ସଂପର୍କରେ ମେଡିକାଲ କର୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଏହା ପରେ ଅନୁଗୁଳ ଗସ୍ତ କରିଛନ୍ତି ପାଣ୍ଡିଆନ ।

Share

Leave a Reply

Your email address will not be published. Required fields are marked *

two × five =