ସୁରେଶ କୁମାର ବଶିଷ୍ଠ କୃଷି ଓ କୃଷକ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର ()  ସୁରେଶ କୁମାର ବଶିଷ୍ଠଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ଏହି ପଦରେ ପ୍ରମୋଦ କୁମାର ମେହେର୍ଦ୍ଦା ଅଛନ୍ତି। ୧୯୯୮ ବ୍ୟାଚ୍ର ଆଇଏଏସ୍ ଅଫିସର ହେଉଛନ୍ତି ସୁରେଶ ।

ସେହିପରି ୨୦୦୮ ବ୍ୟାଚ୍ର ଆଇଏଏସ୍ ଅଫିସର୍ ଗୁହା ପୁନମ୍ ତାପସ କୁମାରଙ୍କୁ ପଞ୍ଚାୟତ ରାଜଓ ପାନୀୟ ଜଳ ବିଭାଗର ଯୁଗ ସଚିବ ତଥା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

Share

Leave a Reply

Your email address will not be published. Required fields are marked *

3 × five =