ଭିଜିଲାନ୍ସ ପଞ୍ଝାରେ ଡିଭିଜନାଲ ଆକାଉଣ୍ଟାଣ୍ଟ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଡିଭିଜନାଲ ଆକାଉଣ୍ଟାଣ୍ଟ । ନବରଙ୍ଗପୁର ଜିଲ୍ଲା ପୂର୍ତ୍ତ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁମିତ କୁମାରଙ୍କୁ ଧରିଛି ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁମିତଙ୍କୁ ଧରିନେଇଛି ଭିଜିଲାନ୍ସ । ଏହା ସହ ଲାଞ୍ଚ ନେଉଥିବା ଟଙ୍କରା ମଧ୍ୟ ଜବତ ହୋଇଛି । ଧରାପଡିବା ପରେ ସୁମିତଙ୍କ ଅଫିସ ଓ ନବରଙ୍ଗପୁର ସ୍ଥିତ ଘରେ ଚଢ଼ାଉ ହୋଇଛି ।

Share

Leave a Reply

Your email address will not be published. Required fields are marked *

seven + six =