ଆରମ୍ଭ ହେଲା ବିଜେପିର କାର୍ଯ୍ୟ କାରିଣୀ ବୈଠକ

ଭୁବନେଶ୍ୱର: ରାଜ୍ୟରେ ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ବିଜେଡି ତାର ଜିଲ୍ଲାସ୍ତରରେ ନେତାକୁ ପର୍ଯବେକ୍ଷକ ଭାବେ ନିଯୁକ୍ତ କରିସାରିଛି । ଏହାରି ଭିତରେ ବିଜେପି ସଜବାଜ ହୋଇଛି । ଭଚ୍ଚୁଆଲ ମାଧ୍ୟମରେ ଆଜି କାର୍ଯ୍ୟକାରିଣୀ ବୈଠକ କରିଛି । ଭୁବନେଶ୍ୱର ପାର୍ଟି ଅଫିସରୁ ଆରମ୍ଭ ହୋଇଛି ବୈଠକ । ଏହି ବୈଠକରେ ରାଜ୍ୟ ପ୍ରଭାରୀ, ସହ ପ୍ରଭାରୀ, ରାଜ୍ୟ ସଭାପତି ମାନେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ପ୍ରତାପ ଷଢ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଗୋଲଖ ମହାପାତ୍ର ଙ୍କ ଭଳି ବହୁ ବରିଷ୍ଠ ନେତାମାନେ ଏହି ବୈଠକରେ ଯୋଗ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty − six =