ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ମୃତକଙ୍କ ସଂଖ୍ୟା ୬୦ ଅତିକ୍ରମ କରୁଛି। ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଗତସିଂହପୁରରୁ ସର୍ବାଧିକ ୧୧। କଟକରୁ ୧୦, ଢେଙ୍କାନାଳ ୮, କେନ୍ଦ୍ରାପଡାରୁ ୭, ଅନୁଗୁଳ ଓ ଯାଜପୁରରୁ ୬ ଲେଖାଏଁ, ଭଦ୍ରକରୁ ୫, ବାଲେଶ୍ୱର . ଖୋର୍ଦ୍ଧାରୁ ୩, କେନ୍ଦୁଝର,ମୟୁରଭଞ୍ଜ ଓ ନୟାଗଡରୁ ୨ ଲେଖାଏଁ ମୃତ୍ୟୁବରଣ କରିଛି। ସେହିପରି ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭,୨୮୯ରେ ପହଞ୍ଚିଛି।

Share

Leave a Reply

Your email address will not be published. Required fields are marked *

15 + 14 =