ବଲାଙ୍ଗିରରେ ବିଜେଡି ରାଲି

ବିଧାୟକ ନରସିଂହ ମିଶ୍ରଙ୍କ ବିରୋଧରେ ବିଜେଡିରେ ରାଲି ପ୍ରଦର୍ଶନ । ବିଧାୟକଙ୍କ ହିଂସାତ୍ମକ ଆଚରଣ ପ୍ରଦର୍ଶନ ଅଭିଯୋଗ ସମାବେଶ ପାଇଁ ପ୍ରଦର୍ଶନ ଜାରି । ଜିଲ୍ଲା ପର୍ଯ୍ୟବେକ୍ଷକ ସୁଶାନ୍ତି ସିଂହଙ୍କ ସମେତ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

four × 4 =