ଜାରି ହେଲା ଆଇପିଏଲର ପୂରା ସିଡ୍ୟୁଲ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ଦ୍ୱାଦଶ ସଂସ୍କରଣ ପାଇଁ ବିସିସିଆଇ ପୂରା ସିଡ୍ୟୁଲ ଆଜି ଘୋଷଣା କରିଛି। ଏପ୍ରିଲ ୬ରୁ ମେ’ ୫ ତାରିଖ ପର୍ୟ୍ୟନ୍ତ ବାକି ୩୯ ମ୍ୟାଚର ଶିଡ୍ୟୁଲ ଜାରି କରାଯାଇଛି। ଏହି ଘୋଷଣା ପରେ ଏହି ଲିଗ ପର୍ୟ୍ୟାୟର ସବୁ ମ୍ୟାଚର ସ୍ଥାନ ଓ ତାରିଖ ଆସିଯାଇଛି ଚୂଡ଼ାନ୍ତ ହୋଇଛି। କିନ୍ତୁ ପ୍ଲେଅଫ୍ ଓ ଫାଇନାଲ୍ ପାଇଁ ତାରିଖ ଘୋଷଣା କରାଯାଇନାହିଁ। ଆଇପିଏଲ୍ ୱେବସାଇଟ୍ ଅନୁଯାୟୀ, ମେ’ ୫ ତାରିଖରେ ଆଇପିଏଲର ଲିଗ ପର୍ୟ୍ୟାୟ ଶେଷ ହେବ।

Share

Leave a Reply

Your email address will not be published. Required fields are marked *

17 − twelve =