ମୟୁରଭଞ୍ଜ ଉପନିର୍ବାଚନ : ବିଜୟ ପଥରେ ବିଜେଡି

ଭୁବନେଶ୍ୱର () ମୟୁରଭଞ୍ଜ ଜିଲ୍ଲା ପରିଷଦରେ ବିଜେଡି ଏବେସୁଦ୍ଧା 7000 ଭୋଟ ବ୍ୟବଧାନରେ ଆଗୁଆ ରହିଛି । ଏବେସୁଦ୍ଧା 3 ରାଉଣ୍ଡ ଗଣତି ଶେଷ ହୋଇଛି । 15ଟି ୱାର୍ଡର ଗଣତି ଶେଷ ହୋଇଛି । ଏହି ଆସନରେ ବିଜେଡି ବିଜୟ ପଥରେ ଅଗ୍ରସର ହେଉଥିବା ଜିଲ୍ଳା ବିଜେଡି ଦାବି କରିଛି ।

Share

Leave a Reply

Your email address will not be published. Required fields are marked *

9 − nine =