ଯୁଦ୍ଧରେ ୩ ଶିଶୁଙ୍କ ସମେତ ୧୯୮ ନାଗରିକଙ୍କ ମୃତ୍ୟୁ

ତୃତୀୟ ଦିନରେ ଜାରି ରହିଛି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଏହାରି ଭିତରେ ୟୁକ୍ରେନ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଋଷ ସେନାର ଆକ୍ରମଣରେ ଏବେ ସୁଦ୍ଧା ୩ ଶିଶୁଙ୍କ ସମେତ ୧୯୮ ନାଗରିକ ପ୍ରାଣ ହରାଇଛନ୍ତି । ଯୁଦ୍ଧ ପୂର୍ବରୁ ଆମେରିକା ବ୍ରିଟେନ ସମେତ ୨୮ଟି ଦେଶ ୟୁକ୍ରେନକୁ ମେଡିକାଲ ସହାୟତା ଏବଂ ସୈନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

6 + 4 =