ଜାତୀୟ

CBSE ଦ୍ଵାଦଶ ରେଜଲ୍ଟ ପ୍ରକାଶ

ପ୍ରକାଶ ପାଇଲା CBSE ଦ୍ଵାଦଶ ରେଜଲ୍ଟ । ୱେବ୍‌ସାଇଟ୍‌ରେ ଉପଲବ୍ଧ ରେଜଲ୍ଟ । cbse.gov. in, results.cbse.nic.in, ୱେବସାଇଟ ସହ umang ଓ digi locker ରେ ପରୀକ୍ଷାର୍ଥୀ ନିଜ ଫଳାଫଳ ସମ୍ପର୍କରେ ଜାଣିପାରିବେ । ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରେଜଲ୍ଟ ଅପେକ୍ଷାରେ । ଫେବୃୟାରୀ ୧୭ରୁ ଏପ୍ରିଲ ୧୦ ଯାଏଁ ହୋଇଥିଲା ପରୀକ୍ଷା ।

ୱେବ୍‌ସାଇଟ୍‌ରେ ଉପଲବ୍ଧ ହୋଇଛି ପରୀକ୍ଷା ଫଳ । ସାରାଦେଶରେ ପାସ୍‌ ହାର ୮୫.୨୦ ପ୍ରତିଶତ । ଗତବର୍ଷ ଅପେକ୍ଷା କମିଲା ପାସ୍‌ ହାର । ମୋଟ ପାସ୍‌ ହାର ୩.୧୯ ପ୍ରତିଶତ ହ୍ରାସ । ପରୀକ୍ଷା ଦେଇଥିଲେ ୧୭ଲକ୍ଷ ୬୮ ହଜାର ୯୬୮ । ପାସକଲେ ୧୫ ଲକ୍ଷ ୭ ହରାର ୧୦୯।

Share

Leave a Reply

Your email address will not be published. Required fields are marked *

18 − 2 =