ମଧ୍ୟପ୍ରଦେଶର ଡିଜିପି ହେବେ ନୂଆ ସିବିଆଇ ନିଦେ୍ର୍ଧଶକ

ଋିଷି କୁମାର ଶର୍ମା ସିବିଆଇର ନୂଆ ନିଦେ୍ର୍ଧଶକ ଭାବେ ଦାୟୀତ୍ୱ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ଅନୁÂିତ ଉଚ୍ଚସ୍ତରୀୟ ଚୟନ କମିଟି ଶ୍ରୀ ଶୁକ୍ଳାଙ୍କ ନାମକୁ ଏହି ପଦବି ପାଇଁ ମନୋନୀତ କରାଯାଇଛି । ସେ ୧୦୮୩ ବ୍ୟାଚର ମଧ୍ୟପ୍ରଦେଶ କ୍ୟାଡରର ଜଣେ ଆଇପିଏସ ଅଫିସର । ସେ ଏହା ପୂର୍ବରୁ ମଧ୍ୟପ୍ରଦେଶର ଡିଜିପି ଥିଲେ ।

Share

Leave a Reply

Your email address will not be published. Required fields are marked *

18 − 2 =