ଏହି ରୋଗ ଥିଲେ ଖାଆନ୍ତୁ ଅଦା ଓ ରସୁଣ

ଆଜିକାଲି ସବୁ ମଣିଷ କୌଣସି ନା କୌଣସି ରୋଗରେ ପିଡିତ ହେଉଛନ୍ତି। କେବେ କେବେ ଆସ୍ଥମା ଦ୍ବାରା ବ୍ୟକ୍ତିଙ୍କର ଜୀବନ ମଧ୍ୟ ଚାଲିଯଇଥାଏ। ଅସ୍ଥମା ଆଟାକ ଆସିବା ପରେ ଶ୍ବାସ ନଳୀ ପୁରାପୂରୀ ଭାବରେ ବନ୍ଦ ହୋଇଯାଏ। ଯାହ ଦ୍ବାରା ଶରୀରର ଅଙ୍ଗକୁ ଅମ୍ଳଜାନ ପହଁଚିପାରେ ନାହିଁ।
-ଅସ୍ଥମା ରୋଗରେ ଅଦା ଏବଂ ରସୁଣର ସେବନ କରିବା ବହୁତ ଲାଭଦାୟକ ହୋଇଥାଏ। ଏହା ପାଇଁ ଗୋଟିଏ ଗ୍ଲାସ କ୍ଷୀରରେ ରସୁଣର ୪-୫ କୋଲାକୁ ପକାଇ ଗରମ କରନ୍ତୁ। ସବୁବେଳେ ରସୁଣ ଏବଂ କ୍ଷୀରର ସେବନ କରିବା ଦ୍ବାରା ଆପଣଙ୍କ ଅସ୍ଥମାର ରୋଗ ଠାରୁ ମୁକ୍ତି ମିଳି ପାରିବ।
-ସକାଳ ସଞ୍ଜରେ ଖାଇବା ପରେ ଅଧା କପ୍ ଜୁଆଣିର ରସ ପିଅନ୍ତୁ। ଏହାଛଡା ଗରମ ପାଣିରେ ଜୁଆଣି ପକାଇ ବାମ୍ଫ ନେବା ଦ୍ବାରା ଅସ୍ଥମା ସମସ୍ୟା ଠିକ ହୋଇଯାଇଥାଏ।
-ଅସ୍ଥମା ରୋଗୀଙ୍କ ପାଇଁ ମହୁର ସେବନ ବହୁତ ଲାଭଦାୟକ ହୋଇଥାଏ। ଅସ୍ଥମା ଆଟାକ ଆସିବାରେ ମହୁକୁ ଶୁଙ୍ଘିଲେ ଆରାମ ମିଳିଥାଏ।
-ଏହାଛଡା ଦିନକୁ ଦୁଇ କି ତିନି ଥର ଗୋଟିଏ ଗ୍ଲାସ ଉଷୁମ ପାଣିରେ ମହୁ ମିଶାଇ ପିଇବା ଦ୍ବାରା ଅସ୍ଥମା ରୋଗ ଠିକ ହୋଇଯାଇଥାଏ।

Share

Leave a Reply

Your email address will not be published. Required fields are marked *

one + 3 =