କେଶକୁ ବହୁତ ଦିନ କର୍ଲରଫୁଲ୍ ରଖିପାରିବେ ଏହି ଘରୋଇ ଉପାୟରେ

ଯଦି ଆପଣ ଆପଣଙ୍କ କେଶକୁ ବାରମ୍ବାର କଲର୍ କରି ଥକି ଗଲେଣି ଏବଂ ପାର୍ଲର ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ଏହା କେଶରେ ଖୁବ୍ କମ୍ ଦିନ ପାଇଁ ରହିଥାଏ । କିଛି ଦିନରେ ଏହି କର୍ଲର ଛାଡିବାକୁ ଲାଗିଥାଏ । ତେବେ ଆପଣଙ୍କୁ ଆଉ ବ୍ୟସ୍ତ ହେବାକୁ ପଡିବ ନାହିଁ କାହିଁକି ନା, ଆଜି ଆମେ ଆପଣଙ୍କୁ କହିବୁ କିଛି ଘରୋଇ ଉପାୟ ବିଷୟରେ ଯାହାକୁ ଆପଣାଇ ଆପଣ ହୋଇପାରିବେ ଲାଭବାନ୍ ।
୩ ଦିନ ଯାଏ କରନ୍ତୁ ନାହିଁ ସାମ୍ପୁ :
ଯେବେବି ଆପଣ କେଶକୁ କର୍ଲର କରୁଛନ୍ତି ଏହାର ୩ ଦିନ ଯାଏ ବିଲକୁଲ୍ ବି ସାମ୍ପୁ କରନ୍ତୁ ନାହିଁ । ଏହା କରିବା ଦ୍ବାରା କେଶକୁ କର୍ଲର ଠିକ୍ ଭାବେ ବାନ୍ଧିବାରେ ସମୟ ପାଇଥାଏ । ଆଉ ଏକ କଥାର ମଧ୍ୟ ନିଶ୍ଚୟ ଖାଲ୍ ରଖିବେ ଯେମେତି ତରତରରେ ସାମ୍ପୁ ନକରନ୍ତି ।
ଭଲ ସାମ୍ପର ଯେମିତି କରନ୍ତି ବ୍ୟବହାର :
କେଶରେ କର୍ଲର ଲଗାଇବା ପରେ ସାଧାରଣ ସାମ୍ପରେ ଜମାରେ ସାମ୍ପୁ କରନ୍ତୁ ନାହିଁ । ସାଧାରଣ ସାମ୍ପୁ ବ୍ୟବହାର କରିବା ଠାରୁ ଭଲ ଆପଣ କିଛି ସଲଫ୍ଟେ ଫ୍ରି ସାମ୍ପୁ ବ୍ୟବହାର କରନ୍ତୁ । ଆପଣ ଏହି ପରି ସାମ୍ପୁ ବ୍ୟବହାର କରନ୍ତୁ ଯାହା କର୍ଲର କେଶ ପାଇଁ ଉପଯୁକ୍ତ ଥିବ ।
ଫିଟ୍ଲର୍ଡ ପାଣିରେ କରନ୍ତୁ କେଶକୁ ସଫା :
କେଶକୁ ଧୋଇବା ସମୟରେ ଫିଟ୍ଲର୍ଡ ପାଣିରେ ସଫାକରନ୍ତୁ । କାହିଁକି ନା ନଳକୂପରୁ ବାହାରୁଥିବା ପାଣିରେ କେମିକାଲ୍ ରହିଥାଏ ଯାହା କେଶ ପାଇଁ ଠିକ୍ ନୁହେଁ ତେଣୁ ସର୍ବଦା ଫିଟ୍ଲର୍ଡ ପାଣିରେ କେଶକୁ ଧୁଅନ୍ତୁ । ଗରମ ପାରିରେ କଦାପି କେଶ ଧୁଅନ୍ତୁ ନାହିଁ ।

Share

Leave a Reply

Your email address will not be published. Required fields are marked *

sixteen − one =