ଆରପାରିରେ ଶୋଲେର ‘କାଲିଆ’

ମୁମ୍ବାଇ() ଆରପାରିରେ ଶୋଲେର ‘କାଲିଆ’ ତଥା ଅଭିନେତା ବିଜୁ ଖୋଟେ । ଅଭିନେତା ବିଜୁ ଖୋଟେଙ୍କ ୭୭ ବର୍ଷ ବୟସରେ ଆଜି ନିଧନ ହୋଇଯାଇଛି । ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ବିଜୁ ମୁମ୍ବାଇସ୍ଥିତ ତାଙ୍କ ଘରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

୩୦୦ରୁ ଅଧିକ ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ବିଜୁ ୧୯୬୪ ମସିହାରୁ ଚଳଚ୍ଚିତ୍ର ଜଗତ୍ରେ କାର୍ୟ୍ୟ କରି ଆସୁଥିଲେ। ‘ଶୋଲେ’ ଛଡ଼ା ‘ଅନ୍ଦାଜ୍ ଅପ୍ନା ଅପ୍ନା’ରେ ରବର୍ଟ ଭୂମିକା ପାଇଁ ମଧ୍ୟରେ ସ୍ମରଣୀୟ ହୋଇ ରହିବେ।

Share

Leave a Reply

Your email address will not be published. Required fields are marked *

13 − three =