ଆଦର୍ଶ ପୁତ୍ର ଥିଲେ ବେଣୁ

ମୁମ୍ବାଇ()  ଦୀର୍ଘ ଦିନରୁ ଲିଭର ଏବଂ କିଡନି ସମସ୍ୟାରେ ପୀଡ଼ିତ ସାଉଥ ସିନେମା ଇଣ୍ଡଷ୍ଟ୍ରିର ବରିଷ୍ଠ ହାସ୍ୟ କଳାକାର ବେଣୁ ମାଧବ ମାତ୍ର ୩୯ବର୍ଷ ବୟସରେ ଦୁନିଆ ଛାଡିଗଲେ। ହେଲେ ଆପଣଙ୍କୁ କହିବାକୁ ଚାହିଁଛୁ କି ବେଣୁ ଜଣେ ଆଦର୍ଶ ପୁତ୍ର ଥିଲେ । କାରଣ ଯେତେବେଳେ ବେଣୁଙ୍କ ପତ୍ନୀ ଭାଗ୍ୟଶାଳୀ ଚାହୁଁଥିଲେ ବେଣୁ ତାଙ୍କ ମାଆ ଓ ବାପାଙ୍କୁ ଛାଡି ଅଲଗ ରହିବାକୁ । ହେଲେ ବେଣୁ ତାଙ୍କ ମାଆ ଓ ବାପାଙ୍କୁ ଛାଡି ଯିବାକୁ ମନା କରିଥିଲେ ଯାହାଫଳରେ ବିବାହର ୩ ବର୍ଷ ପରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଏଥିରୁ ଜଣାପଡେ ଯେ ବେଣୁ ଜଣେ ଆଦର୍ଶ ପୁତ୍ର ଥିଲେ । ପରେ ବେଣୁ ଶ୍ରୀ ବାଣୀଙ୍କ ସହ ଦ୍ବିତୀୟ ଥର ପାଇଁ ବିବାହ କରିଥିଲେ।

Share

Leave a Reply

Your email address will not be published. Required fields are marked *

eleven − 8 =