ରାଜ୍ୟ

State

Latestରାଜ୍ୟ

ମହିଳା ଦିବସରେ ମିସନ ଶକ୍ତି ଲାଗି ସ୍ୱତନ୍ତ୍ର ବିଭାଗ ହେବା ନେଇ ଘୋଷଣା

ଭୁବନେଶ୍ୱର()  ଅନ୍ତର୍ଜାତୀ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ମିସନ ଶକ୍ତି ଏକ ସ୍ୱତନ୍ତ୍ର ବିଭାଗ

Read More
Latestରାଜ୍ୟ

ମହାପ୍ରଭୁଙ୍କ ଟଙ୍କା ସୁରକ୍ଷିତ ଅଛି : ଅର୍ଥସଚିବ

ଭୁବନେଶ୍ୱର() ଶ୍ରୀମନ୍ଦିର ଟଙ୍କା ସୁରକ୍ଷିତ ଅଛି ଏନେଇ ସୂଚନା ଦେଇଛନ୍ତି ଅର୍ଥସଚିବ ଅଶୋକ ମିନା । ଅର୍ଥସଚିବ କହିଛନ୍ତି, ଜଗନ୍ନାଥଙ୍କ ଟଙ୍କା ନେଇ ଶ୍ରୀମନ୍ଦିର ପ୍ରଶାସନ ଆରବିଆଇ

Read More
Latestରାଜ୍ୟ

ଆଜି ‘ମୋ ବସ’ରେ ମହିଳାଙ୍କୁ ମାଗଣା ଯାତ୍ରା ସେବା

ଭୁବନେଶ୍ୱର() ଆଜି ‘ମୋ ବସ’ରେ ମହିଳାଙ୍କୁ ମାଗଣା ଯାତ୍ରା ସେବା । ଆଜି ବିଶ୍ୱ ମହିଳା ଦିବସ ହୋଇଥିବାରୁ ମୋ ବସରେ ଯାତ୍ରା କଲେ ମହିଳାମାନଙ୍କୁ ଦେବାକୁ ପଡିବନି

Read More
Latestରାଜ୍ୟ

କରୋନା ପାଇଁ ମନ୍ତ୍ରୀ ଅଫିସରଙ୍କ ବିଦେଶ ଗସ୍ତ ବନ୍ଦ

ଭୁବନେଶ୍ୱର() ସାରା ବିଶ୍ୱରେ କାୟା ମେଲାଇଛି । କରୋନା କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି କରୋନା ମୁକାବିଲା

Read More
Latestରାଜ୍ୟ

ଉଚ୍ଚଶିକ୍ଷା ବିଭାଗର ସମସ୍ତ ପଦକ୍ଷେପଗୁଡ଼ିକୁ କଡ଼ାକଡ଼ି ଭାବରେ ଅନୁପାଳନ ପାଇଁ ନିଦେ୍ର୍ଧଶ

ଭୁବନେଶ୍ୱର() ଉଚ୍ଚଶିକ୍ଷା କ୍ଷେତ୍ରରେ ଅନେକଗୁଡ଼ିଏ ପରିବର୍ତ୍ତନକାରୀ ପଦକ୍ଷେପ ନିଆଯାଇଥିବା ପରିପ୍ରେକ୍ଷୀରେ ଏଗୁଡ଼ିକ ନିÂାର ସହିତ ରୂପାୟନ କରି ଛାତ୍ରଛାତ୍ରୀଙ୍କୁ ଏହାର ଲାଭ ପହଞ୍ଚାଇବା ପାଇଁ କୃଷି ଓ

Read More
Latestରାଜ୍ୟ

ବଜ୍ରପାତ ନେଇ ୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ଆଜି ବଜ୍ରପାତ ଆଶଙ୍କା ନେଇ ସତର୍କ ରହିବାକୁ ୫ଟି ଜିଲ୍ଲାକୁ ପରାମର୍ଶ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ।ଏହି ୫ ଜିଲ୍ଲା ହେଲା

Read More