ଭାରତ-ଇଂଲଣ୍ଡ ସେମିଫାଇନାଲ୍ ସମୟରେ ଜିଓହଟଷ୍ଟାର୍ରେ ନୂତନ ବିଶ୍ୱ ପ୍ରସାରଣ ରେକର୍ଡ ସୃଷ୍ଟି କଲା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬
ଦୁବାଇ / ମୁମ୍ବାଇ/ ଭୁବନେଶ୍ବର :ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ କ୍ରୀଡ଼ା, ଗଣମାଧ୍ୟମ ଏବଂ ସିଧାପ୍ରସାରଣ ଦୁନିଆରେ ନୂତନ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥାପନ କରିବା ଜାରି
Read More