Latest

Latestରାଜନୀତି

ନିର୍ବାଚନ ଜିତିବାକୁ ହାରୁ ପାର୍ଟି ସାହା !

ଭୁବନେଶ୍ବର () ଘର ତିଆରି ସମୟରେ ଭିତ୍ତିଭୂମୀକୁ ଯେମିତି  ସୁଦୃଢ କରିବାକୁ ପଡିଥାଏ, ରାଜ୍ୟରେ ଶାସନ ଭାର ନେବାକୁ ହେଲେ ତୃଣମୂଳ ସ୍ତରରେ ସଂଗଠନକୁ ସେତିକି ମଜବୁତ

Read More
Latestରାଜ୍ୟ

ଆଜି ବସୁଛି ପ୍ରଦେଶ କଂଗ୍ରେସ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

କିଏ ହେବେ କଂଗ୍ରେସ ପ୍ରାର୍ଥୀ? ଆଜି ବସୁଛି କଂଗ୍ରେସ ନିର୍ବାଚନ କମିଟି (ପିଇସି) ବୈଠକ। ବୈଠକରେ ବିଭିନ୍ନ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୟ ସମ୍ବାବନା

Read More
Latestରାଜ୍ୟ

ଓଡିଶାବାସୀ ମୋ ପରିବାର, ପରିବାରକୁ ଦେଇଥିବା ପ୍ରତିଶ୍ରୁତି ପାଳିଛି ଓ ପାଳିବି

5 ବର୍ଷର ରିପୋର୍ଟ କାର୍ଡ ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର () ୨୦୧୪ ମେ ୨୧ ତାରିଖ ସରକାର ଗଠନର ପ୍ରଥମ ସନ୍ଧ୍ୟାରେ ନିର୍ବାଚନ ଇସ୍ତାହାରକୁ ସଂପୁର୍ଣ୍ଣ ଭାବେ

Read More
Latestକ୍ରୀଡା

କପିଲ୍, ସଚିନଙ୍କ କ୍ଲବରେ ଜାଡେଜା

ନାଗପୁର,୫ା୩(ଏଜେନ୍ସି): ଅଷ୍ଟେ୍ରଲିଅ। ବିପକ୍ଷ ଦ୍ିତୀୟ ଦିନିକିଅ।ରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ନୂଅ। ମାଇଲଖୁଣ୍ଟ ହାସଲ କରିଛନ୍ତି ଜାମଥାର ଭିସିଏ ଷ୍ଟାଡିୟମରେ ୧୦ ରନ୍ କରିବା

Read More
Latestଜାତୀୟ

ମୋଦିଙ୍କ ମନ୍ତ୍ରୀ କଲେ ଇମ୍ରାନ୍ ଖାନଙ୍କ ପ୍ରଶଂସା

ମୋଦି ସରକାରଙ୍କ ମନ୍ତ୍ରୀ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ରାମଦାସ ଅଠଓ୍ୱାଲେ ନିଜର

Read More
Latestମନୋରଞ୍ଜନ

ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ଉପରେ ତିଆରି ହେବ ସିନେମା

ପାକିସ୍ତାନର ବାଲାକୋଟ୍ଠାରେ ସଂଗଠିତ ଏୟାର ଷ୍ଟ୍ରାଇକ୍ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ କେତେକ ପ୍ରଯୋଜକ,ନିର୍ଦ୍ଦେଶକ ଏବେ ଅଣ୍ଟା ଭିଡ଼ିଛନ୍ତି। କୁହାଯାଉଛି ଯେ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଳା

Read More
Latestରାଜ୍ୟ

ଶ୍ରୀମନ୍ଦିର ସଂସ୍କାର ମାମଲା: ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ

ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟରେ ଅନ୍ତରୀଣ ରିପୋର୍ଟ ଦାଖଲ କଲେ ଆମିକସକ୍ୟୁରୀ ରଞ୍ଜିତ୍ କୁମାର । ଆସନ୍ତା ଏପ୍ରିଲ ୨ରେ ହେବ ପରବର୍ତ୍ତୀ ଶୁଣାଣି ହେବ ।

Read More
Latestରାଜ୍ୟ

କାଳବୈଶାଖୀ ବର୍ଷା ସହ ବଜ୍ରପାତ ଆଶଙ୍କା

ବାଂଲାଦେଶ ଓ ଏହାର ପାର୍ଶ୍ବବର୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୬ ତାରିଖ ପର୍ୟ୍ୟନ୍ତ ଓଡ଼ିଶାରେ କାଳବୈଶାଖୀ ବର୍ଷାର ପ୍ରଭାବ ଜାରି ରହିବ। ୫ ତାରିଖ

Read More
Latestରାଜନୀତି

ଘରେ ଘରେ ଶଙ୍ଖ : ବିଜେଡି ଇସ୍ତାହାରରେ ସାଧାରଣ ଲୋକଙ୍କ ପ୍ରସ୍ତାବ

ଭୁବନେଶ୍ବର () 2019 ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତି ପାଇଁ ବିଜେଡି ଆରମ୍ଭ କରିଛି ପ୍ରକ୍ରିୟା । ଆଜି ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ

Read More
Latestରାଜ୍ୟ

କାଲି ପ୍ରତିଶ୍ରୁତି ପାଳନର ହିସାବ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ ମନ୍ତ୍ରୀ ପରିଷଦ ବୈଠକ । ଅପରାହ୍ନ 4ଟା 15ରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ

Read More