କଟକରେ 21ତମ କମନୱେଲଥ ଟେବୁଲ ଟେନିସ ଚମ୍ପିଆନସିପ
ଟେବୁଲ ଟେନିସ ଫେଡେରେସନ ଅଫ ଇଣ୍ଡିଆ ସହ ଚୁକ୍ତିନାମା ଭୁବନେଶ୍ବର () କଟକ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆୟୋଜିତ ହେବ 21ତମ କମନୱେଲଥ ଟେବୁଲ ଟେନିସ
Read Moreଟେବୁଲ ଟେନିସ ଫେଡେରେସନ ଅଫ ଇଣ୍ଡିଆ ସହ ଚୁକ୍ତିନାମା ଭୁବନେଶ୍ବର () କଟକ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆୟୋଜିତ ହେବ 21ତମ କମନୱେଲଥ ଟେବୁଲ ଟେନିସ
Read Moreମୁମ୍ବାଇ() ଜୁଲାଇ ମାସ ୮ ତାରିଖରେ କୋର୍ଟରେ ହାଜିର ହେବେ ଅଭିନେତ୍ରୀ ଅମିଷା ପଟେଲ ଓ ତାଙ୍କ ବିଜନେସ ପାର୍ଟନର କୁନାର ଗୁମର ।ଜଣେ ଫିଲ୍ମ ନିର୍ମାତା
Read Moreପୁରୀ() ଆଜି ତ୍ରୟୋଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଘଣାଲାଗି ନୀତି ଶେଷ ହୋଇଛି ।ଆସନ୍ତାକାଲି ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ । ଏନେଇ
Read Moreଭୁବନେଶ୍ୱର() ଝାରପଡା ଜେଲ ଗଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର । ତେବେ ପରବର୍ତ୍ତୀ ଜାମିନ ଆବେଦନ ଶୁଣାଣି ୫ ତାରିଖରେ ହେବ । ସେ ପର୍ଯ୍ୟନ୍ତ
Read Moreଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଆଙ୍ଗୁଠିରେ ଗଭୀର ଆହତ କାରଣରୁ ତାଙ୍କୁ ବିଶ୍ୱକପ କ୍ରିକେଟରୁ ବାଦ ଦିଆଯାଇଛି । ବିଜୟ ନେଟରେ ଖେଳ ଅଭ୍ୟାସ କରୁଥିବାବେଳେ ତାଙ୍କୁ ଆଘାତ
Read Moreଭୁବନେଶ୍ୱର() ଉତ୍ତର ଓ ଉପକୂଳ ଓଡିଶା ସମେତ କେନ୍ଦ୍ରୀୟ ଓଡିଶାରେ ପ୍ରବଳ ବର୍ଷା ଲାଗି ରହିଛି । ଲଘୁଚାପ ଆଢୁକା ଘନୀଭୂତ ହେଉଥିବାରୁ ଆସନ୍ତା ୪୮ ଘଣ୍ଟା
Read Moreଭୁବନେଶ୍ୱର() ଆଜି ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଆରମ୍ଭ ହୋଇଛି । ପ୍ରଶ୍ନକାଳରେ କୃଷି ଓ କୃଷକଙ୍କ ସମସ୍ୟା ନେଇ କଂଗ୍ରେସ ପୂର୍ବରୁ ମୁଲତବୀ ନୋଟିସ୍
Read Moreକିସ୍ତଗଡ() ଜାମ୍ମୁ କାଶ୍ମୀର କ୍ୱିସ୍ତଗଡ଼ରେ ଏକ ବସ ନିୟନ୍ତ୍ରଣ ହରାଇ ଗଭୀର ଖାଇ ମଧ୍ୟକୁ ଖସି ପଡିଥିଲା । ଦୁର୍ଘଟଣାରେ ୩୩ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।
Read Moreସମ୍ବଲପୁର() କଂଗ୍ରେସରୁ ଇସ୍ତଫା ଦେଲେ ଭୀମସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଡା.ପୂଜାହାରୀ ଏଆଇସିସି
Read Moreପୁରୀ() ୩ ଦିନ ପରେ ବିଶ୍ବପ୍ରସିଦ୍ଧ ଘେ।ଷଯାତ୍ରା ।ଏଥି ପାଇଁ ଆଜି ପେ।ଲିସ ଡ଼ିଜି ଆର. ପି ଶର୍ମା, ରାଜ୍ୟର ସବୁଠାରୁ ବଡ଼ ବନ୍ଦେ।ବସ୍ତର ସମୀକ୍ଷା କରିଛନ୍ତି
Read More