ଦୁଇ ବିଶ୍ୱବିଦ୍ୟାଳୟ ଓ ୭ କଲେଜରେ ନିର୍ବାଚନ ବାତିଲ
ବାଣୀବିହାର ଉକô୍ଳ ବିଶ୍ୱ ବିଦ୍ୟାଳୟ ଓ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ କରାଯାଇଛି । ନିର୍ବାଚନ ପୁର୍ବରୁ ଏହି ୨ ଶିକ୍ଷା ଅନୁଷ୍ଠାନରେ ଛାତ୍ର ଅଶାନ୍ତି
Read Moreବାଣୀବିହାର ଉକô୍ଳ ବିଶ୍ୱ ବିଦ୍ୟାଳୟ ଓ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ କରାଯାଇଛି । ନିର୍ବାଚନ ପୁର୍ବରୁ ଏହି ୨ ଶିକ୍ଷା ଅନୁଷ୍ଠାନରେ ଛାତ୍ର ଅଶାନ୍ତି
Read Moreନୂଆଦିଲ୍ଲୀ–ଷ୍ଟେଟବ୍ୟାଙ୍କ ଏଟିଏମରୁ ଦୈନିକ ଟଙ୍କା ଉଠାଣରେ କଟକଣା ଲଗାଇଛନ୍ତି ବ୍ୟାଙ୍କ କର୍ତୁପକ୍ଷ । ଏଣିକି ଏଟିଏମରୁ ଦୈନିକ ୨୦ ହଜାରୁ ଅଧିକ ଟଙ୍କା ଉଠାଇ ହୋଇପାରିବ ନାହିଁ
Read Moreଭୁବନେଶ୍ୱର–ମହିଳାଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିବା ରାଜ୍ୟ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ବିଜେପି ପକ୍ଷରୁ ମହାରଥୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର
Read More୮୭ ବର୍ଷୀୟା କୃଷ୍ଣା ରାଜ କପୁରଙ୍କର ଆଜି ସକାଳ ୪ଟା ସମୟରେ ନିଧନ ହୋଇଥିବା ସୂଚନା ମିଳିଛି । ଏହି ଦୁଃଖଦ ମୂହୁର୍ତରେ କପୁର ଖାନଦାନର ସମସ୍ତ
Read Moreଆଜିଠାରୁ ପୁରୀ ଶ୍ରୀମନ୍ଦିରରେ ଲାଗୁ ହୋଇଥିବା ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ଲାଗିଛି ପ୍ରଶାସନକୁ ଶକ୍ତ ଧକ୍କା । ଭକ୍ତମାନେ ଏହାକୁ ନମାନି ପୂର୍ବ ପରି ମନ୍ଦିର
Read Moreକଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ତିଲେଇମାଳରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଜଣେ ନାବାଳିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଉର୍ମିଳା ସାହୁ। ସେ ଆଜି ସକାଳେ
Read Moreସମଲିଙ୍ଗୀ ସମ୍ପର୍କର କରୁଣ ପରିଣତି ! ବିବାହ ପାଇଁ ମନା କରିବା ପରେ କଲେଜ ଛାତ୍ରୀ ଜୀବନ ହାରିଲେ ନୀଳଗିରି ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ଶେଷ
Read Moreଖୋର୍ଦ୍ଧା ଓସିସି ଛକ ନିକଟରୁ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ଲୁଟ୍ କରିନେଇଛନ୍ତି। ଏନେଇ ଅଭିଯୋଗ ହେବା ପରେ
Read Moreଅକ୍ଟୋବର ୧୧ ତାରିଖରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଏହା ପୂର୍ବରୁ କଲେଜ କ୍ୟାମ୍ପସ୍ ଅଶାନ୍ତ ହେଉଛି। ଆଜି ବାଲେଶ୍ୱର ଜିଲ୍ଲା ନୀଳଗିରି ମହାବିଦ୍ୟାଳୟରେ ବୋମା
Read Moreପୂର୍ବ ଘୋଷଣା ଅନୁଯାୟୀ, ଆଜି ୨୦୧୯ ନିର୍ବାଚନ ପାଇଁ ୪୪ ଜଣ ପ୍ରାର୍ଥୀ ଚୂଡାନ୍ତ କରିଛି କଂଗ୍ରେସ । ପିଇସି ବୈଠକରେ ଏହି ନିଷ୍ପତି ନିଆଯାଇଛି ।
Read More