ଟିପିସିଓଡିଏଲ୍ ପକ୍ଷରୁ ଏକକାଳୀନ ସମାଧାନ ଯୋଜନା (ଓଟିଏସ୍) ରେ ଗ୍ରାହକଙ୍କୁ ବକେୟା ରାଶି ଉପରେ ଉଲ୍ଲେଖନୀୟ ରିହାତି ପ୍ରଦାନ
ଗ୍ରାହକମାନେ ବକେୟା ବିଦ୍ୟୁତ ବିଲ୍ ଉପରେ ୩୦% ପର୍ଯ୍ୟନ୍ତ ରିହାତି ସୁବିଧା ପାଇବେ ଓ ବିଳମ୍ବିତ ପେମେଂଟ୍ ସରଚାର୍ଜ ଉପରେ ଅତିରିକ୍ତ ୮୦% ରିହାତି ପାଇପାରିବେ ୨୦୨୩
Read More